Breaking PLUSଦେଶମୁଖ୍ୟ ଖବର

ଦେଶରେ କରୋନାର 701 ନୂଆ ମାମଲା, 6ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, 28 ଡିସେମ୍ବର – ଦେଶରେ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ 24 ଘଣ୍ଟାରେ ଦେଶରେ 702 ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି 6ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ଦେଶରେ 4150 ଆକ୍ଟିଭ କେସ୍ ରହିଛି । ସେହିପରି 692ଜଣ ସୁସ୍ଥ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଦିଲ୍ଲୀରେ କରୋନାର 9ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ 358ଟି ନୂଆ ମାମଲା ସାମ୍ନାକୁ ଆସିଛି, ଜଣଙ୍କର ମୃତ୍ୟୁ ହୋଇଛି । ଗୋଆରେ 16ଟି ନୂଆ ମାମଲା ସାମ୍ନାକୁ ଆସିଛି ।

Show More

Related Articles

Back to top button