Breaking PLUSଦେଶ ବିଦେଶମୁଖ୍ୟ ଖବର

ହିମନ୍ତ ବିଶ୍ୱଶର୍ମା ହୋଇପାରନ୍ତି ଆସାମର ନୂଆ ମୁଖ୍ୟମନ୍ତ୍ରୀ !

ଆସାମରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? ସର୍ବାନନ୍ଦ ସୋନୋଓ୍ୱାଲ ନା ହିମନ୍ତ ବିଶ୍ୱଶର୍ମା ? କାହା ହାତରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ କ୍ଷମତା ଡୋରି ଧରାଇବେ ? ହିମନ୍ତ ବିଶ୍ୱଶର୍ମା ହୋଇପାରନ୍ତି ଆସାମର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଆସାମରେ ବିଜେପି ବିଧାୟକ ଦଳ ନେତା ଚୟନ ନେଇ ଗୌହାଟୀରେ ବୈଠକ ବସିବ ।

ଆସାମରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? ସର୍ବାନନ୍ଦ ସୋନୋଓ୍ୱାଲ ନା ହିମନ୍ତ ବିଶ୍ୱଶର୍ମା ? କାହା ହାତରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ କ୍ଷମତା ଡୋରି ଧରାଇବେ ? ହିମନ୍ତ ବିଶ୍ୱଶର୍ମା ହୋଇପାରନ୍ତି ଆସାମର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଆସାମରେ ବିଜେପି ବିଧାୟକ ଦଳ ନେତା ଚୟନ ନେଇ ଗୌହାଟୀରେ ବୈଠକ ବସିବ । ଏଠାରେ ବିଧାୟକ ଦଳ ନେକା କାହାକୁ କରାଯିବ ବିଚାରବିମର୍ଶ ପରେ ଚୁଡ଼ାନ୍ତ ନିଷ୍ପତ୍ତି ହେବ । ମିଳିଥିବା ସୂଚନା ଅନୁସାରେ ଆଗରେ ଅଛନ୍ତି ହିମନ୍ତ ବିଶ୍ୱଶର୍ମା ।

ଗତକାଲି ମୁଖ୍ୟମନ୍ତ୍ରୀ ଚୟନ ନେଇ କାଲି ଦିଲ୍ଲୀରେ ମାନସମନ୍ଥନ ହୋଇଥିଲା । ସର୍ବାନନ୍ଦ ସୋନୋଓ୍ୱାଲ ଓ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିଥିଲେ ଜେ. ପି. ନଡ୍ଡା ଓ ଅମିତ ଶାହ । ଆଜିର ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିବେ ।

Show More

Related Articles

Back to top button