Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଆକ୍ରାନ୍ତଙ୍କ ମୁଣ୍ଡ ଗଡାଇଲା ମହାମାରୀ କରୋନା

ଆଜି ରାଜ୍ୟରେ ସଂକ୍ରମଣ ସହ ଦୈନିକ ମୃତ୍ୟୁସଂଖ୍ୟା ବି କମିଛି । ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରୁ ମହାମାରୀରେ ଯାଇଛି ୧୯ ଆକ୍ରାନ୍ତଙ୍କ ଜୀବନ । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଅନୁଗୋଳ, ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା ଜିଲ୍ଲାରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ସେହିପରି ପୁରୀ, ରାୟଗଡ଼ା ସମ୍ୱଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧ଶହ ୮୦କୁ ବୃଦ୍ଧି ପାଇଛି ।

Show More

Related Articles

Back to top button