Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର: ଆଉ ଦୁଇ ସପ୍ତାହରେ ପିକ୍‌ ଛୁଇଁପାରେ କରୋନା

ରାଜ୍ୟରେ କୋଭିଡ଼ କୋଭିଡ ସଂକ୍ରମଣ ଏବେ ଉପରମୁହାଁ । ଜୁଲାଇ ମାସରେ ସଂକ୍ରମଣ ରୋକିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ l

ବଢୁଥିବା ସଂକ୍ରମଣ ଆଉ ଦୁଇ ସପ୍ତାହ ପରେ ପିକ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଚଳିତ ମାସ ଶେଷ ଆଡକୁ ପୁଣି ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବା l ଅତି ବେଶୀରେ ସଂକ୍ରମିତ ସଂଖ୍ୟା ଏକ ହଜାରରୁ ଟପିବ ନାହିଁ l ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି l

 

ସଂକ୍ରମଣ ଅନ୍ୟ ରାଜ୍ୟରେ ଯେଉଁ ମାତ୍ରାରେ ସଂକ୍ରମଣ ବଢିଥିଲା ତାହା ଏବେ କମିବା ଆରମ୍ଭ କରିଛି l ଇଣ୍ଡୋରରେ ଅଧିକ ଲୋକଙ୍କ ସମାଗମ ହେଲେ ମାସ୍କ ପିନ୍ଧିବା ଜରୁରୀ l ଭୁବନେଶ୍ୱର ଓ କଟକରେ ମାସ୍କକୁ ବାଧ୍ୟ୍ୟତାମୂଳକ ସ୍ୱାଗତ ଯୋଗ୍ୟ ପଦକ୍ଷେପ l

Show More

Related Articles

Back to top button