Breaking PLUSଓଡ଼ିଶାମୁଖ୍ୟ ଖବର

କପିଳାସରେ ଦନ୍ତାର ମୃତ୍ୟୁ

ଭୁବନେଶ୍ୱର, 7 ଜାନୁଆରୀ – ପୁଣି ଦନ୍ତାର ମୃତ୍ୟୁ । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଗୋଟେ ଦନ୍ତାର ମୃତ୍ୟୁ ହୋଇଛି । ଟ୍ରାଙ୍କୁଲାଇଜ୍‌ କରି ବୌଦ୍ଧରୁ ଅଣାଯାଇଥିବା ଦନ୍ତାହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 2ଜଣଙ୍କ ଜୀବନ ନେବା ପରେ ଟ୍ରାଙ୍କୁଲାଇଜ କରି କାବୁ କରିଥିଲା ବନବିଭାଗ । ସକାଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ କରାଯାଉଛି ।

Show More

Related Articles

Back to top button