Breaking PLUSଦେଶମୁଖ୍ୟ ଖବର

ଜମ୍ମୁ-କଶ୍ମୀରର କିସ୍ତୱାଡରେ ଭୂକମ୍ପ ଝଟ୍‌କା

ଜମ୍ମୁ, 16 ଜାନୁୟାରୀ – ଜମ୍ମୁ କଶ୍ମୀରର କିସ୍ତୱାଡ ଜିଲ୍ଲାରେ ମଙ୍ଗଳବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.6 ମପାଯାଇଛି । ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ଭୁକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନାହିଁ ।

Show More

Related Articles

Back to top button