Breaking PLUSଦେଶମୁଖ୍ୟ ଖବର

ଭାରତର 10 ସବୁଠୁ ଧନୀ ଅଭିନେତ୍ରୀଙ୍କ ତାଲିକାର ଟପ୍‌ରେ ଐଶ୍ୱର୍ଯ୍ୟା ରାୟ

ମୁମ୍ବାଇ, 16 ଜାନୁୟାରୀ – ବଲିଉଡର ଟପ ଅଭିନେତ୍ରୀଙ୍କ ମଧ୍ୟରେ ଧନଦୌଲତକୁ ନେଇ ସବୁଠୁ ଶୀର୍ଷରେ ରହିଛନ୍ତି ଐଶ୍ୱର୍ଯ୍ୟା ରାୟ । ସମ୍ପତ୍ତି ମାମଲାରେ ଐଶ୍ୱର୍ଯ୍ୟା ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା, କରୀନା କପୁର, ମାଧୁରୀ ଦୀକ୍ଷିତଙ୍କ ପଛରେ ପକାଇଛନ୍ତି । ଭାରତର ଟପ୍ 10 ଧନୀ ଅଭିନେତ୍ରୀଙ୍କ ତାଲିକା ସାମ୍ନାକୁ ଆସିଛି । ଏହି ତାଲିକାର ଶୀର୍ଷରେ ରହିଛନ୍ତି ଐଶ୍ୱର୍ଯ୍ୟା । ନୟନତାରା ତାଳିକାର 10ମ ସ୍ଥାନରେ ଅଛନ୍ତି । ନୟନତାରା ଶହେ କୋଟିର ମାଲିକାଣୀ ଅଟନ୍ତି । ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ପ୍ରାୟ 8ଶହ କୋଟି ଟଙ୍କାର ବୋଲି ଜଣାପଡିଛି ।

Show More

Related Articles

Back to top button