Breaking PLUSଦେଶମୁଖ୍ୟ ଖବର

ଏଣିକି ଗେରୁଆ ରଙ୍ଗରେ ଦିଶିବ ଦୂରଦର୍ଶନ ଲୋଗୋ

ନୂଆଦିଲ୍ଲୀ – ବଦଳିଲା ଦୂରଦର୍ଶନ ଲୋକୋ । ଲାଲ ବଦଳରେ ଏଣିକି ଗେରୁଆ ରଙ୍ଗରେ ଦିଶିବ ଲୋକେ । ପୂର୍ବରୁ ଦୂରଦର୍ଶନ ଲୋଗୋ ଲାଲରଙ୍ଗ ଥିବାବେଳେ ବର୍ତ୍ତମାନ ଏହା ଗୈରିକ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଲୋକସଭା ନିର୍ବାଚନ ଚାଲିଥିବାବେଳେ ହଠାତ୍‌ ଦୂରଦର୍ଶନ ଲୋଗୋର ରଙ୍ଗକୁ କାହିଁକି ପରିବର୍ତ୍ତନ କରାଗଲା, ସେଥିନେଇ ବିରୋଧୀ ଦଳଗୁଡିକ ପ୍ରଶ୍ନ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button