Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ନୂଆପଡାରେ ବାଘ ଆତଙ୍କ

ନୂଆପଡ଼ା : ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ପଣ୍ଡରିପାନି ବିଟ୍‌ର ସିଲିଆରି ବାହାରା ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁର ଗୋକୁଳ ବରିହାଙ୍କ ବଳଦ ନିକଟ ଜଙ୍ଗଲକୁ ଚରିବା ପାଇଁ ଯାଇଥିବାବେଳେ କଲରାପତରିଆ ବାଘ ବଳଦକୁ ଆକ୍ରମଣ କରି ମାରି ଦେଇଥିବା ଜଣାପଡ଼ିଛି। ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ବଳଦକୁ ଉଦ୍ଧାର କରିବା ସହ ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ ସଚେତନ କରିଥିବା ନୂଆପଡ଼ା ରେଞ୍ଜର ଆଲୋକ ମାଝୀ ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button