Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀଜିଉଙ୍କ ଦର୍ଶନ କଲେ ବୈଜୟନ୍ତ

ଭୁବନେଶ୍ୱର/ପୁରୀ- ଶ୍ରୀଜିଉଙ୍କ ଦର୍ଶନ କଲେ ବୈଜୟନ୍ତ ପଣ୍ଡା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

Show More

Related Articles

Back to top button