Breaking PLUSଓଡ଼ିଶାଭକ୍ତିମୁଖ୍ୟ ଖବର

ଲିଙ୍ଗରାଜ ମନ୍ଦିର ଭିତରେ ପଶି ଉତ୍ପାତ କଲେ ଅଜଣା ଯୁବକ

ଭୁବନେଶ୍ୱର:  ଅଚାନକ ଲିଙ୍ଗରାଜ ମନ୍ଦିର ଭିତରେ ପଶିଗଲେ ଅଜଣା ଯୁବକ । ମନ୍ତ୍ରପାଠ କରିବା ସହ ସେବାୟତଙ୍କୁ ଗାଳିଗୁଲଜ କଲେ । ବାରଣ କରିବାରୁ ମନ୍ଦିର ଭିତରେ ଉତ୍ପାତ କଲେ ଯୁବକ । ଦୀର୍ଘ କିଛି ସମୟ ଧରି ଯୁବକ ଜଣଙ୍କ ଉତ୍ପାତ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ଥାନାରେ ଅଟକ ଥିବା ଯୁବକଙ୍କୁ ପରିବାରକୁ ହସ୍ତାନ୍ତର କରିଛି ପୋଲିସ ।

Show More

Related Articles

Back to top button