ଓଡ଼ିଶାଦୁର୍ଘଟଣା

କଟକ ବାଦାମବାଡ଼ିରେ ବଡଧରଣର ଅଗ୍ନିକାଣ୍ଡ

କଟକ ବାଦାମବାଡ଼ି ନିକଟସ୍ଥ ଭରତିଆ ଟାୱାରରେ ବଡଧରଣର ଅଗ୍ନିକାଣ୍ଡ । ଫଳରେ ଉକ୍ତ ସ୍ଥାନରୁ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ନିଆଁ ଟାୱାରର ପଞ୍ଚମ ମହଲାରେ ଲାଗିଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି।

ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

 

Show More

Related Articles

Back to top button