ଅପରାଧଆଇନ କାନୁନମୁଖ୍ୟ ଖବରସେଲିବ୍ରିଟି

ତନୁଶ୍ରୀଙ୍କୁ ମାରିବା ପାଇଁ ଦିଆଯାଇଥିଲା ହତ୍ୟା ଧମକ

ନିଜର ଏକ ଇଣ୍ଟରଭ୍ୟୁରେ ତନୁଶ୍ରୀ କହିଛନ୍ତି ମୋତ ମାରିବାକୁ ସୁପାରିଶ ଦିଆଯାଇଥିଲା। ଯେବେ ମୁଁ ଉଜୈନରେ ଥିଲି ମୋ ଗାଡିର ବ୍ରେକ ଫେଲ କରିଦିଆଯାଇଥିଲା। ଯାହାଫଳରେ ମୋର ଗାଡ଼ି ଦୁର୍ଘଟଣା ହୋଇଥିଲା। ମୁଁ ବହୁତ ଗୁରୁତର ଭାବେ ଆହତ ହୋଇଥିଲି। ଶରୀରର ଅଧିକାଂଶ ହାଡ଼ ଭାଙ୍ଗିଥିଲା। ମୋତେ ଠିକ ହେବାକୁ ବହୁତ ସମୟ ଲାଗିଥିଲା। ମୋ ଦେହ ସାରା କ୍ଷତ ହୋଇଥିଲା। ସୂଚନାଅନୁସାରେ, ଭାରତରେ ମିଠୁର ଆରମ୍ଭ ତନୁଶ୍ରୀ କରିଥିଲେ। ସେ ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହାପରେ ସେ ବାରମ୍ବାର ନିଜ ଉପରେ କରାଯାଇଥିବା ଅତ୍ୟାଚାରକୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ତନୁଶ୍ରୀ ନିଜର ଏକ ଇଣ୍ଟରଭ୍ୟୁ ଆପବିତିରେ ପ୍ରକାଶ କରିଥିଲେ। ତନୁଶ୍ରୀ ନିଜ ଅଭିନୟରେ ଦର୍ଶକମାନଙ୍କ ହୃଦୟରେ ଘର କରିଛନ୍ତି। ହେଲେ ଏହି ଘଟଣା ପରେ ତନୁଶ୍ରୀ ଭୟଭୀତ ଅଛନ୍ତି।

Show More

Related Articles

Back to top button