Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ପୁଣି ଅଘଟଣ

ନାଟମଣ୍ଡପରେ ଚଢିଗଲେ ଜଣେ ବ୍ୟକ୍ତି

ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ପୁଣି ଚଢିଗଲେ ଜଣେ ବ୍ୟକ୍ତି। ଚୂନରା ସେବାୟତଙ୍କ ନଜର ପଡିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଉପରୋକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ କେଉଁ କାରଣରୁ ଶ୍ରୀମନ୍ଦିର ଉପରେ ଯୁବକ ଜଣଙ୍କ ଚଢିଥିଲେ ।

ସେନେଇ ଖୋଲତାଡ଼ା ଚାଲିଛି । ନାଟମଣ୍ଡପ ଉପରେ ଚଢିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ଜିତୁ ଗୌଡ ବୋଲି ଜଣାପଡିଛି। ସେହିପରି ପୂର୍ବରୁ ମଧ୍ୟ ଜଣେ ନାଟମଣ୍ଡପ ଉପରେ ଚଢିଯାଇଥିଲେ ।

Show More

Related Articles

Back to top button