Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଘଟଣା : ଡିଭାଇଡରରେ ପିଟିହେଲା ବାଇକ୍‌

ଜଣେ ମୃତ

୪୯ ନମ୍ବର ଜାତୀୟ ରାଜପଥ କଣ୍ଟାବାହାଳ ଛକରେ ଗୋଟିଏ ବାଇକ ଦୁର୍ଘଟଣା ଗ୍ରସ୍ତ। ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇଛି।

ଫଳରେ ଘଟଣା ସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଏବେସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ।

Show More

Related Articles

Back to top button