Breaking PLUSଓଡ଼ିଶାମୁଖ୍ୟ ଖବର

ବନ୍ଧୁକ ମୁନରେ 50ହଜାର ଲୁଟ୍

ଭୁବନେଶ୍ୱର, 30 ଡିସେମ୍ବର – ବନ୍ଧୁକ ମୁନରେ ଲୁଟି ନେଲେ 50ହଜାର । ସମ୍ବଲପୁର ରେଙ୍ଗାଲିରେ ବନ୍ଧୁକ ମୁନରେ 50ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦୁଇ ଦୁଇଟି ବନ୍ଧୁକ ଦେଖାଇ ଲୁଟିନେଲେ ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଲୁଟି ନେଇ ଚମ୍ଫଟ ମାରିଛନ୍ତି ଲୁଟେରା । ରେଙ୍ଗାଲି ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

Show More

Related Articles

Back to top button