Breaking PLUSଓଡ଼ିଶାମୁଖ୍ୟ ଖବର

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, 30 ଡିସେମ୍ବର – ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ । ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ହେଲେ ମାନସ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସହ ସମ୍ବଲପୁର ସଂସଦୀୟ କ୍ଷେତ୍ର ଦାୟିତ୍ୱରେ ରହିବେ ମାନସ । ସେହିପରି ସୌଭାଗ୍ୟ ନାୟକ ସମ୍ବଲପୁର ଓ ରେଙ୍ଗାଲି ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଗୌତମ ବୁଦ୍ଧ ଦାସଙ୍କୁ ଦେଓଗଡ଼ ଜିଲ୍ଲା, ଅମରେଶ ଜେନାଙ୍କୁ ଦେବଗଡ଼କୁ କାଢି ବୌଦ୍ଧ ଜିଲ୍ଲା ଦାୟିତ୍ୱ ଦେଇଛି ବିଜୁ ଜନତା ଦଳ ।

Show More

Related Articles

Back to top button