Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ବାତ୍ୟା ‘ୟସ୍’ ଆଲର୍ଟ : ୨୫ ଟି ଟ୍ରେନ୍ ବାତିଲ କଲା ପୂର୍ବତଟ ରେଳପଥ

ତଉତେ ପରେ ସାମ୍ଭାବ୍ୟ ବାତ୍ୟା 'ୟସ'କୁ ନେଇ ସବୁଠି ହାଇ ଆଲର୍ଟ । ତେବେ ବାତ୍ୟା ପାଇଁ ନିୟୋଜିତ ଥିବା ଉଦ୍ଧାର ଏବଂ ରିଲିଫ କାରୀ ଦଳକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାୟୁମାର୍ଗରେ ପଠାଯାଉଛି । ଏଥିପାଇଁ ପ୍ରତିରକ୍ଷା ବିମାନ ଏବଂ ନୌସେନା ଜାହାଜକୁ ସଜାଗ ରହିବାକୁ କୁହାଯାଇଛି । ଏହି ସମୟରେ, ପୂର୍ବ ରେଳବାଇ ୨୪ମେ ରୁ ୨୯ମେ ମଧ୍ୟରେ ୨୫ଟି ଟ୍ରେନ୍ ବାତିଲ କରିଛି ପୂର୍ବତଟ ରେଳପଥ ।

ତଉତେ ପରେ ସାମ୍ଭାବ୍ୟ ବାତ୍ୟା ‘ୟସ’କୁ ନେଇ ସବୁଠି ହାଇ ଆଲର୍ଟ । ତେବେ ବାତ୍ୟା ପାଇଁ ନିୟୋଜିତ ଥିବା ଉଦ୍ଧାର ଏବଂ ରିଲିଫ କାରୀ ଦଳକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାୟୁମାର୍ଗରେ ପଠାଯାଉଛି । ଏଥିପାଇଁ ପ୍ରତିରକ୍ଷା ବିମାନ ଏବଂ ନୌସେନା ଜାହାଜକୁ ସଜାଗ ରହିବାକୁ କୁହାଯାଇଛି । ଏହି ସମୟରେ, ପୂର୍ବ ରେଳବାଇ ୨୪ମେ ରୁ ୨୯ମେ ମଧ୍ୟରେ ୨୫ଟି ଟ୍ରେନ୍ ବାତିଲ କରିଛି ପୂର୍ବତଟ ରେଳପଥ ।

ରେଳବାଇ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ରଦ୍ଦ ହୋଇଥିବା ସମସ୍ତ ୨୫ଟି ଟ୍ରେନର ତାଲିକା ମଧ୍ୟ ପ୍ରଦାନ କରିଛି । ବୁଧବାର ଦିନ ୟସ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ବୋଲି ସୂଚନା ରହିଛି । ଏହାର ସପ୍ତାହ ପୂର୍ବରୁ ପଶ୍ଚିମ ଉପକୂଳକୁ ଆସିଥିବା ‘ତାଉତେ’ ଘୂର୍ଣ୍ଣିବଳୟ ଧ୍ୱଂସାବଶେଷର କାହାଣୀ ଛାଡିଛି । ପାଣିପାଗ ବିଭାଗ (ଆଇଏମଡି) କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ମେ ୨୬ରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ରେ ପରିଣତ ହୋଇ ବାତ୍ୟାର ରୂପ ନେବ ।

Show More

Related Articles

Back to top button