Breaking PLUSଓଡ଼ିଶାମୁଖ୍ୟ ଖବର

ପୁଲିସ କବଜାରେ ୧୧ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର : କମିଶନରେଟ ପୁଲିସ କବଜାରେ ଧରାପଡିଛନ୍ତି ୧୧ ଜଣିଆ ଲୁଟେରା ଗ୍ୟାଙ୍ଗ। ସେମାନଙ୍କ ନିକଟରୁ ୧୭ଟି ସୁନା ଚେନ ସହ ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ବ୍ୟାଙ୍କରୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ଅସାବଧାନତାର ସୁଯୋଗ ନେଇ ବାଇକ ଡିକି ଭାଙ୍ଗି ଲୁଟ୍‌‌ କରୁଥିଲେ। ଗିରଫ ସମସ୍ତ ୧୧ ଅଭିଯୁକ୍ତ ଏରାଗୋଲା ଗ୍ୟାଙ୍ଗର ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Show More

Related Articles

Back to top button