Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

୪୬ ବର୍ଷ ବୟସରେ ମୃତ୍ୟୁବରଣ କଲେ ବଲିଉଡ ଅଭିନେତା ଫରାଜ ଖାନ

୪୬ ବର୍ଷ ବୟସରେ ମୃତ୍ୟୁବରଣ କଲେ ବଲିଉଡ ଅଭିନେତା ଫରାଜ ଖାନ । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଫରାଜ ଖାନଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

୪୬ ବର୍ଷ ବୟସରେ ମୃତ୍ୟୁବରଣ କଲେ ବଲିଉଡ ଅଭିନେତା ଫରାଜ ଖାନ । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଫରାଜ ଖାନଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଯେଉଁଠାରେ ସ୍ନାୟୁଗତ ଅସୁସ୍ଥତା ହେତୁ ତାଙ୍କୁ ଏକ ଭେଣ୍ଟିଲେଟରରେ ରଖାଯାଇଥିଲା ହେଲେ ପରେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ପରିଲିଖିତ ହୋଇନଥିଲା ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଶେଷ ମୁହୂର୍ତ୍ତରେ ଫାରାଜଙ୍କ ଚିକିତ୍ସା ପାଇଁ ଟଙ୍କା ର ଅଭାବ ଦେଖାଦେଇଥିଲା ।

ଚଳଚ୍ଚିତ୍ର ‘ମେହେନ୍ଦୀ’ର ଅଭିନେତା ଫରାଜ ଖାନଙ୍କ ମୃତ୍ୟୁ ବିଷୟରେ ଅଭିନେତ୍ରୀ ପୂଜା ଭଟ୍ଟ ସୂଚନା ଦେଇଛନ୍ତି। ଫାରାଜଙ୍କ ମୃତ୍ୟୁ ଖବର ତାଙ୍କ ପରିବାର, ପ୍ରଶଂସକ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ଏବଂ ତାଙ୍କ ମୃତ୍ୟୁ ଇଣ୍ଡଷ୍ଟ୍ରିକୁ ଏକ ଅପୂରଣୀୟ କ୍ଷତି ପହଂଚାଇଛିା ।

ତେବେ ଅଭିନେତାଙ୍କ ଦେହ ଖରାପ ସମୟରେ ପୂଜା ଭଟ୍ଟ ଟ୍ୱିଟ୍ କରି ଲୋକଙ୍କ ସାହାଯ୍ୟ ମାଗିଥିଲେ। ପୂଜା ଏହି ପାଣ୍ଠି ସଂଗ୍ରହ କରି ପ୍ରଶଂସକଙ୍କୁ ଅଭିନେତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।

Show More

Related Articles

Back to top button