ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ନୀତିବାଣୀ

1-“ସନ୍ତୋଷ ହେଉଛି ଶାନ୍ତିର ମୂଳ ଉତ୍ସ । ସଦା ସନ୍ତୁଷ୍ଟ ରହିପାରିଲେ କୌଣସି ଦୁଃଖ ଉଦ୍ବେଗ ମାନସିକ ଶାନ୍ତିକୁ ନଷ୍ଟ କରିପାରେ ନାହିଁ !!”

2-“ସଫାସୁତୁରା ରହିଲେ ଶରୀର ସୁସ୍ଥ ରହେ । ନିୟମିତ ଭାବରେ ଶରୀରର ବିଭିନ୍ନ ଅଙ୍ଗକୁ ପରିଷ୍କାର ପରିଚ୍ଛନ କରିବା ଆବଶ୍ୟକ !!”

3-“ସମାଜକୁ ଛାଡି ଜଣେ ଚଳିବା କଷ୍ଟକର । ଜଣେ ଘର ସଂସାର କରି ମଧ୍ୟ ସବୁ କିଛି କରିପାରିବ !!”

4-“ସମୟ ଅସମୟରେ ସଂଚୟ କରିବା, ସଂକୋଚରେ ମୈଥୁନ କରିବା, ସଦା ସଚେତନ ରହିବା, ସମସ୍ତଙ୍କୁ ବିଶ୍ୱାସ ନକରିବା ଆଦି ଗୁଣ କୁଆଠାରୁ ଶିକ୍ଷା କରିବା ଉଚିତ୍ !!”

Show More

Related Articles

Back to top button