Breaking PLUSଓଡ଼ିଶାମୁଖ୍ୟ ଖବର

ଘନ କୁହୁଡି ଚାଦରରେ ବ୍ଲାକ ପାଗୋଡ଼ା

ବାଟଘାଟ ଅଦୃଶ୍ୟ, ଲୁଚିଗଲା ସୂର୍ଯ୍ୟମନ୍ଦିର

ପ୍ରକୃତିର ଏହି ଘନ କୁହୁଡିର ବଳୟ ଭିତରେ ଏବେ ବ୍ଲାକ ପାଗୋଡ଼ା । ମାତ୍ରାଧିକ କୁହୁଡି ଯୋଗୁଁ ସମ୍ପୂର୍ଣ୍ଣ କୋଣାର୍କ ବଜାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁଚି ଯାଇଛି ।କୁହୁଡି ର ମାତ୍ରା ଏତେ ଅଧିକ ଥିବା ଯୋଗୁଁ ପର୍ଯ୍ୟଟକ ଖୋଜୁଛନ୍ତି । ସୂର୍ଯ୍ୟ ମନ୍ଦିର କୁହୁଡିର ପ୍ରଭାବରେ ବାଟଘଟ ଅଦୃଶ୍ୟ ମାନ ଦେଖିବାକୁ ମିଳିଛି । ସେପଟେ ସୂର୍ଯ୍ୟ ମନ୍ଦିରରେ କୁହୁଡିର ଘନ ବଳୟ ପର୍ଯ୍ୟଟକ ମାନଙ୍କୁ ମନ୍ଦିର ବୁଲିବାରୁ ନିରାଶ କରିଛି ।

ସୂର୍ଯ୍ୟ ମନ୍ଦିରର କଳା ଭାସ୍କର୍ଯ୍ୟକୁ ଦୀର୍ଘ ସମୟ ଧରି ଦେଖି ପାରିନାହାନ୍ତି ପର୍ଯ୍ୟଟକ । ପୁରୀ, ଭୁବନେଶ୍ୱର,କାକଟପୁର ରାସ୍ତାରେ ଯାନବାହନ ଚଳାଚଳ ରେ ବ୍ୟାଘାତ ସୃଷ୍ଟି କରିଥିବା ବେଳେ ରାସ୍ତାରେ ଚାଲିବା କଷ୍ଟକର ହୋଇପଡିଥିଲା ।

Show More

Related Articles

Back to top button