Breaking PLUSଓଡ଼ିଶାମୁଖ୍ୟ ଖବର

କମିଶନରେଟ ପୁଲିସର ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଇନ୍ସପେକ୍ଟର ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ୪୭ଜଣ ଇନ୍ସପେକ୍ଟରଙ୍କ ବଦଳି ତାଲିକା ପ୍ରକାଶ ପାଇଛି । ସୁଧାଂଶୁ ଜେନା କ୍ୟାପିଟାଲ ଥାନା, ପ୍ରଦୀପ ଜେନା ଚନ୍ଦକା ଥାନା ଆଇଆଇସି, ସମିତା ମିଶ୍ର ନନ୍ଦନକାନନ ଥାନା, ପ୍ରଦୀପ୍ତ ନାୟକ ଧଉଳି ଥାନା ଆଇଆଇସି ଭାବେ ବଦଳି କରାଯାଇଛି । ସେହିପରି କଟକ ପାଇଁ ଓମ୍‌ ପ୍ରକାଶ ମହାନ୍ତି ଜଗତପୁର ଥାନା ଆଇଆଇସି, ଚିତ୍ତରଞ୍ଜନ ରାଉତ ମଧୁପାଟଣା ଥାନା ଆଇଆଇସି ଭାବେ ବଦଳି କରାଯାଇଛି ।

Show More

Related Articles

Back to top button