Breaking PLUSମୁଖ୍ୟ ଖବରସ୍ୱତନ୍ତ୍ର

ଆକାଶରେ ମହାଜାଗତିକ ଦୃଶ୍ୟ, ଆଜି ପୃଥିବୀର ସବୁଠୁ ନିକଟତର ହେବ ବୃହସ୍ପତି

ଭୋପାଳ-ଆଜି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ସୌରମଣ୍ଡଳର ସବୁଠୁ ବଡ ଗ୍ରହ ବୃହସ୍ପତି ଆଜି ରାତିରେ ପୃଥିକୀର ସବୁଠୁ ନିକଟତର ହେବ । ଏହି ସମୟରେ ବୃହସ୍ପତି ଅଧିକ ଚମକପ୍ରଦ ଓ ଅଧିକ ବଡ ଦେଖାଯିବ ।

ଗ୍ରହ ବିଜ୍ଞାନୀଙ୍କ ସୂଚନା ଅନୁସାରେ ସୂର୍ଯ୍ୟର ପରିକ୍ରମା କରି ପୃଥିବୀ ଓ ବୃହସ୍ପତି ଗୁରୁବାର ଏଭଳି ସ୍ଥିତିରେ ପହଞ୍ଚିବେ । ଏବଂ ପୃଥିବୀ ଠାରୁ ଏହାର ଦୂରତା ସବୁଠୁ କମ୍ ରହିବ । ଏହି ସମୟରେ ବୃହସ୍ପତି ପୃଥିବୀ ଠାରୁ 59କୋଟି 57ଲକ୍ଷ 59ହଜାର କିଲୋମିଟର ଦୂରରେ ରହିବ । ଏହାପରେ ପୁଣି ଥରେ ଦୂରତା ବଢିବା ଆରମ୍ଭ ହେବ ।

Show More

Related Articles

Back to top button