ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ସତ୍ୟ ବଚନ କହିଲେ କୌଣସି ପୂଜା ହୋମ , ଉପଵାସର ଆବଶ୍ୟକତା ନାହିଁ ।
ସମୟର ତାଳ ଅନୁସାରେ କର୍ତ୍ତବ୍ୟ, ନିଷ୍ଟା,ସତ୍ୟ , ରହିଲେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।
ଯଦି କାହାକୁ ଭଲ ପାଉଛ ଅନ୍ତର ଦେଇ ଭଲ ପାଅ କିନ୍ତୁ ଛଳନା ରଖିବା ଏକ ମହାପାପ ।
ପାଣିରେ ସର ପକେଇ ପଛରେ ଅନିଷ୍ଟ ଚିନ୍ତା କରିବା ଖାଲି ପାପ ନୁହେଁ ମହାପାପ ।
ଯଦି କାହାକୁ ସାହାଯ୍ୟ କରି ପାରୁନେ , ତେବେ କାହାକୁ ଅସୁବିଧାରେ ପକେଇବା ନିଜ ପାଇଁ ବହୁ କ୍ଷତିକାରକ ହୋଇଥାଏ ।
ସମସ୍ତଙ୍କ ମଙ୍ଗଳ ଚିନ୍ତା କରିବା , କେତେଜଣ ମିଶି ଭଲ କାମ କରିବା ଏହା ଠାରୁ ବଡ଼ ପୂର୍ଣ୍ୟ ଆଉ କିଛି ନାହିଁ ।ଜୟ ଜଗନ୍ନାଥ,
ଆଜିର ଦିନଟି ସମସ୍ତଙ୍କର ମଙ୍ଗଳମୟ ହେଉ ।🙏🏻🙏🏻🙏🏻

Show More

Related Articles

Back to top button