ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ଭକ୍ତି, ଞାନ ଓ କର୍ମଯୋଗରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇ ପାରିବା,

ଭକ୍ତି, ଞାନ ଓ କର୍ମଯୋଗରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇ ପାରିବା,
ଭଲ, ସଚ୍ଚୋଟ ବ୍ୟକ୍ତିମାନେ ନିଜେ ଦୁଖ ସହି ଅନ୍ୟର ଉପକାର କରିଥାନ୍ତି ।
ହୃଦୟବାନ୍ ହେବା ସହ ସକାରାତ୍ମକ ଚିନ୍ତା ଚେତନା ମାଧ୍ୟମରେ ଜଗତର ସମସ୍ତଙ୍କ ହୃଦୟକୁ ଜାଣିହେବ ।
ମୋର ତୋର ଭାବ, ପଦାର୍ଥ ନେଇ ଲୋଭ , ମାୟା ମମତା, ସ୍ନେହ ମଣିଷର ନିଜ ମନର ଅହଙ୍କାର ମାୟା ଅଟେ ।
ଆଜିର ଦିନଟି ସମସ୍ତଙ୍କ ର ମଙ୍ଗଳମୟ ହେଉ ।ଜୟ ଜଗନ୍ନାଥ

Show More

Related Articles

Back to top button