ଜୀବନଚର୍ଯ୍ୟାଭକ୍ତିସ୍ୱତନ୍ତ୍ର

ବେଦବାଣୀ

ଓମ୍ ଯସ୍ତୁ ସର୍ବାଣୀ ଭୂତାନ୍ୟାତ୍ମନୁପଶ୍ୟତି

“ଉଦାର ପରିତାନାଂ ତୁ ବସୁଧୈବ କୁଟୁମ୍ବକମ୍” ଉଦାର ଚରିତ ଲୋକେ ସମଗ୍ର ବିଶ୍ୱକୁ ଏକ ପରିବାର ବୋଲି ମନେକରନ୍ତି। ଅଜ୍ଞାନୀ ମାନେ ନିଜ-ପର ଭେଦ ଦେଖନ୍ତି। ସଚରାଚର ଜଗତର ମାଲିକ କେବଳ ଈଶ୍ୱର ହିଁ ଅଟନ୍ତି। ତାଙ୍କ ନିର୍ମିତ ପଦାର୍ଥ ଉପଭୋଗ କରୁଥିବାରୁ ଆମେ ସବୁ ଉପଭୋକ୍ତା। ଏଦିଗରେ ବେଦ ମନ୍ତ୍ର କହନ୍ତି – ଓମ୍ ଯସ୍ତୁ ସର୍ବାଣୀ ଭୂତାନ୍ୟାତ୍ମନୁପଶ୍ୟତି ଅର୍ଥାତ ଯେଉଁମାନେ ସବୁ ପଦାର୍ଥକୁ ପରମାତ୍ମାଙ୍କ ଭିତରେ ଦେଖନ୍ତି,ଏବଂ ସମସ୍ତ ପ୍ରାଣୀ ଭିତରେ ନିଜକୁ ଦେଖିପାରନ୍ତି ସେମାନେ ଆତ୍ମଜ୍ଞାନୀ ସ୍ୱରୂପ ଅଟନ୍ତି।
(ଯଜୁର୍ବେଦ,୪୦,୬)

ସଂଗୃହୀତ
ଜୟ ପ୍ରକାଶ ମିଶ୍ର ।।
ଦିବ୍ୟଦିଗନ୍ତ ସାମାଜିକ ଅନୁଷ୍ଠାନ । ।

Show More

Related Articles

Back to top button