Breaking PLUSଦେଶମୁଖ୍ୟ ଖବର

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ- ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟର ଅଧିସୂଚନା ଆଜି ଜାରି ହୋଇଛି । ଏହି ପର୍ଯ୍ୟାୟରେ 12ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର 94ଟି ଆସନରେ ମେ 7ରେ ଭୋଟ ହେବ । ମଧ୍ୟପ୍ରଦେଶର ବୈତୁଲ ଲୋକସଭା ସିଟରେ ବି ମେ 7ରେ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଏପ୍ରିଲ 19 ଅଟେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button