ଓଡ଼ିଶାସ୍ୱତନ୍ତ୍ର

ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି କଟକ ସହର

ଆଉ କିଛିଦିନ ପରେ ବାଲିଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି କଟକ ସହର । ଚଳିତ ବର୍ଷ ନୂତନ ଢଙ୍ଗରେ ଶୋଭା ପାଇବ ଏହି ଯାତ୍ରା । ରାସ୍ତା କାମ ଶେଷ ପର୍ଯ୍ୟାୟରେ ଥିଲାବେଳେ ବିଦ୍ୟୁତ ଓ ୱାଟ୍‌କୋ ବିଭାଗ ଦ୍ୱାରା ସମସ୍ତ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଗୋଟିଏ ପଟେ ସରକାରୀ ଷ୍ଟଲ୍‌ ଅନ୍ୟ ପଟେ ବଡ ବଡ କର୍ପୋରେଟ ଷ୍ଟଲ୍‌ । ତା ସହିତ ଛୋଟ ବଡ ଷ୍ଟଲ୍‌ । ସବୁ ଷ୍ଟଲ୍‌ ତିଆରିରେ ଲାଗିଛନ୍ତି କାରିଗର । ଦିନରାତି ବାଉଁଶ ବାନ୍ଧିବା ସହିତ ଷ୍ଟଲ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଶତାଧିକ ଲୋକ । ସହର ସମେତ ସହର ବାହାରୁ ଆସି ଟେଣ୍ଟ୍‌ ହାଉସ୍‌ କାରିଗରମାନେ ବାଲିଯାତ୍ରାରେ ନିର୍ମାଣ ଲାଗିପଡିଛନ୍ତି ।

 

Show More

Related Articles

Back to top button