Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଶ୍ରୀନଗର-ଲେହ ରାଜପଥରେ ବରଫପାତ ଯୋଗୁ ଯାତାୟତ ପ୍ରଭାବିତ

ଶ୍ରୀନଗର-ବରଫପାତ ଯୋଗୁ ଶ୍ରୀନଗର-ଲେହ ରାଜପଥରେ ଯାତାୟତ ଠପ୍ ହୋଇପଡିଥିଲା । ତେବେ ପାଗରେ ସୁଧାର ଆସିବା ପରେ ପୁଣି ଥରେ ଯାତାୟତ ସ୍ୱାଭାବିକ ହୋଇଛି । ମଙ୍ଗଳବାର ସକାଳୁ ଜୋଜିଲା ଦରା ରାଜପଥରେ ପ୍ରବଳ ବରଫପାତ ହୋଇଥିଲା । ପାଖାପାଖି ଏକ ଇଞ୍ଚର ବରଫ ଜମା ହୋଇଥିଲା । ଫଳରେ ରାସ୍ତା ଖସଡା ହୋଇଯାଇଥିଲା । ଫଳରେ ସୋନମାର୍ଗ ଓ ଦ୍ରାସ ରାସ୍ତାକୁ ଉଭୟ ପଟୁ ବନ୍ଦ କରାଯାଇଥିଲା । କିନ୍ତୁ ପାଗ ପରିବର୍ତ୍ତନ ହେବା ପରେ ପୁଣି ଯାତାୟତକୁ ଅନୁମତି ପ୍ରଦାନ କରାଯାଇଛି ।

Show More

Related Articles

Back to top button