Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କ୍ରିକେଟ୍ ବିଶ୍ୱକପ – ଶ୍ରୀଲଙ୍କାକୁ ୨୬୩ ରନ୍ ଟାର୍ଗେଟ ଦେଲା ନେଦରଲ୍ୟାଣ୍ଡ

ଆଇସିସି କ୍ରିକେଟ୍ ବିଶ୍ୱକପରେ ଆଜି ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଉଛି। ନେଦରଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସର୍ବଶେଷ ଖବର ପର୍ଯ୍ୟନ୍ତ, ନେଦରଲ୍ୟାଣ୍ଡ ୪୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୨ ରନ୍ କରିଛି। ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ୧୦ ଓଭର ସୁଦ୍ଧା ୨ଟି ୱିକେଟ୍ ହରାଇ ୫୬ ରନ୍ କରିଛି।

Show More

Related Articles

Back to top button