Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପୀଠେ ମହାଷ୍ଟମୀ, ମଣ୍ଡପରେ ଚାଲିଛି ମାୟାମାୟାଙ୍କ ମହାସପ୍ତମୀ ପୂଜା

ଦଶହରାକୁ ନେଇ ସବୁଠି ଚଳଚଞ୍ଚଳ। ସବୁ ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା ଚାଲିଛି। ଚଳିତ ବର୍ଷ ଦ୍ୱୈତନଗରୀର ଧୁମଧାମରେ ମା’ଙ୍କ ପାଳନ କରାଯାଉଛି । ଘରେ ଘରେ ମା’ଙ୍କ ପୂଜା ପାଇଁ ସମସ୍ତେ ନୂଆ ବସ୍ତ୍ର ପରିଧାନ କରୁଛନ୍ତି। ପିଠାପଣାରେ ଘର ମହକି ଉଠୁଛି। ଲୋକେ ସପରିବାର ସହ ମା’ଙ୍କ ଆଶୀର୍ବାଦ ପାଇଁ ମଣ୍ଡପକୁ ଯାଉଛନ୍ତି।
ଚଳିତ ବର୍ଷ କଟକ ଓ ଭୁବନେଶ୍ୱରରେ ସୁଉଚ୍ଚତୋରଣ, ଆଲୋକ ମାଳାର ଚମକ୍ରାର ସାଜସଜା ସମସ୍ତଙ୍କ ମନ ମୋହୁଛି । ପୀଠରେ ମହାମାୟାଙ୍କ ମହାଷ୍ଟମୀ ପୂଜା ଚାଲିଛି। ସୁନା, ରୂପା, ଚାନ୍ଦୀ ମେଢ଼ରେ ମା’ ଶୋଭା ପାଉଛନ୍ତି ।
ଘଣ୍ଟଘଣ୍ଟା, ବେଦଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ବିଲ୍ବବରଣୀ ପରେ ରୀତିନୀତି ଅନୁସାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ।

Show More

Related Articles

Back to top button