Breaking PLUSଓଡ଼ିଶାମୁଖ୍ୟ ଖବର

ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି କରାଯାଇଛି କଣ୍ଟିଜେନ୍ସି ପ୍ଲାନ

() ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା । ‘ଗଞ୍ଜାମରେ ୪୦% ନିଅଣ୍ଟିଆ ବର୍ଷା ହୋଇଛି । ଆଉ କିଛି ଜିଲ୍ଲାରେ ବି ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ସେପ୍ଟେମ୍ବରରେ ଭଲ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି ପ୍ଲାନ କରାଯାଇଥିବା ସୂଚନା ଦେଇଛନ୍ତି ଏସଆରସି । କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନେଉଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି ।

Show More

Related Articles

Back to top button