Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱରରେ ବେଧଡକ ଗୋରୁ ଚୋରାଚାଲାଣ, 2ଶହରୁ ଅଧିକ ଗୋରୁ ଜବତ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ଗୋମାଫିଆ । ବେଧଡକ ଚାଲିଛି ଗୋରୁ ଚୋରା ଚାଲାଣ । ବାଲେଶ୍ୱରରେ ପୁଣି ଗୋରୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଓଝାପୋଖରୀ-ଅଡ଼ା ରାସ୍ତାର ନନ୍ଦୁର ନିକଟରେ ୨ଶହରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଚଲାଇ ଚଲାଇ ବେଆଇନଭାବେ ଚାଲାଣ କରୁଥିବା ବେଳେ ବଜରଙ୍ଗୀ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟମାନେ ଗୋରୁଙ୍କୁ ଉଦ୍ଧାର କରିଥିଲେ । ଏନେଇ ଖଇରା ପୋଲିସକୁ ଖବର ଦିଆଯାଇଥିଲା । ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରି ମଇତପୁର ଗୋଶାଳାକୁ ପଠାଇଥିବା ସୂଚନା ମିଳିଛି ।

Show More

Related Articles

Back to top button