Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ରେଢାଖୋଲରୁ ଦେଢଲକ୍ଷର ବ୍ରାଉନସୁଗାର ଜବତ

ରାଜ୍ୟ ସାରା ଲମ୍ବିଛି ଧଳାଜହର କାରବାରର ଚେର । ସମ୍ବଲପୁରର ରେଢାଖୋଲରୁ 15ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଅଭିଯୁକ୍ତ ଜଣକ ସମ୍ବଲପୁରରୁ ରେଢାଖୋଲ ଅଞ୍ଚଳରେ ବିକ୍ରି କରୁଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢାଉ ସମୟରେ 15 ଗ୍ରାମର ହେରୋଇନ୍ ଜବତ ହୋଇଛି । ବଜାରରେ ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ବୋଲି ଜଣାପଡିଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ କାରବାରରେ ବ୍ୟବହାର କରାଯାଉଥିବା ଗୋଟିଏ କାର ଜବତ ହୋଇଛି ।

Show More

Related Articles

Back to top button