Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତୀୟ ସ୍କାଏଡାଇଭର ଶୀତଲ୍ 21,500 ଫୁଟ ଉଚ୍ଚତାରୁ ଡେଇଁଥିବା ଦୁନିଆର ପ୍ରଥମ ମହିଳା

କାଠମାଣ୍ଡୁ-ଭାରତର ପ୍ରସିଦ୍ଧ ସ୍କାଏ ଡାଇଭର ଶୀତଲ୍ ମହାଜନଙ୍କ ସଫଳତା । ମାଉଣ୍ଟ ଏଭରେଷ୍ଟ ସମ୍ମୁଖରେ 21,500 ଫୁଟ ଉଚ୍ଚତାରୁ ସେ ହେଲିକପ୍ଟରରୁ ଡେଇଁ ଦୁନିଆର ପ୍ରଥମ ମହିଳା ଭାବେ ରେକର୍ଡ କରିଛନ୍ତି । ଶୀତଲ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନିତ ଏବଂ ସ୍କାଏ ଡାଇହିଂରେ ଅନେକ ରେକର୍ଡ କରିଥିବା ବେଳେ 41ବର୍ଷୀୟ ଶୀତଲ ନଭେମ୍ବର 13ରେ ଦୁନିଆର ସବୁଠୁ ଉଚ୍ଚ ମାଉଣ୍ଟ ଏଭରେଷ୍ଟ ସମ୍ମୁଖରେ ଡେଇଁ ଏହି ନୂଆ ରେକର୍ଡ କରିଛନ୍ତି ।

Show More

Related Articles

Back to top button