Breaking PLUSଓଡ଼ିଶାମୁଖ୍ୟ ଖବର

ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସୃଷ୍ଟି

ଭୁବନେଶ୍ୱର-ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତର ରୂପ ନେବ । ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦେଶ ଦେଇଛି ପାରପାଗ ବିଭାଗ ।
ଲଘୁଚାପ ପ୍ରଭାବରେ ଆସନ୍ତାକାଲିରୁ ଉପକୂଳରେ ପ୍ରବଳ ବର୍ଷିବ । ଉପକୂଳ ଓଡ଼ିଶାର ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Show More

Related Articles

Back to top button