Breaking PLUSଓଡ଼ିଶାମୁଖ୍ୟ ଖବର

6 ଓ 8ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର- ଦୁଇ ଦିନ ପ୍ରବଳ ଝଡ ବର୍ଷା ନେଇ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ୬ ଏବଂ ୮ ତାରିଖ ଦୁଇ ଦିନ ସମୁଦ୍ରକୁ ନଯିବାକୁ ଆଇଏମଡି ପକ୍ଷରୁ ପରାମର୍ଶ ରହିଛି। ଉତ୍ତର ଓଡିଶା ଉପକୂଳରେ ଝଡ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବଡ ଜୁଆର ଆସିବାର ସମ୍ଭାବନା ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button