Breaking PLUSଓଡ଼ିଶାମୁଖ୍ୟ ଖବର

୬ ମାସରେ ୬ କିସ୍ତିରେ ଜାଗା ମିଶନ ଟଙ୍କା

ଭୁବନେଶ୍ୱର : ଜାଗା ମିଶନ ନେଇ ଆଜି ଏକ ବଡ ଘୋଷଣା ହୋଇଛି। ୬ ମାସରେ ୬ କିସ୍ତିରେ ଦେବାକୁ ପଡିବ ପ୍ରିମିୟମ। ଏନେଇ ଆଜି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ବିଏମସି କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଭିଡ ପରେ କମିଶନର ଏହି ସୂଚନା ଦେଇଛନ୍ତି। ଡିମାଣ୍ଡ ନୋଟିସର ୩ ଦିନ ମଧ୍ୟରେ ବିଏମସି ଅଫିସ ଆସିବେ। ‘୩୨୩ ବର୍ଗଫୁଟ ପାଇଁ ଦେୟ ପଡିବନି। ଅଧିକ ହେଲେ ପ୍ରିମିୟମ। କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣିଲେ ତଦନ୍ତ ହେବ। ବିଏମସି ପକ୍ଷରୁ ସର୍ଭେ କରି ଅଭିଯୋଗର ତଦନ୍ତ କରାଯିବ ବୋଲି କମିଶନର କହିଛନ୍ତି।

Show More

Related Articles

Back to top button