Breaking PLUSମୁଖ୍ୟ ଖବର

ଭୋଗରାଇରେ 3 ମନ୍ଦିରରୁ ସିରିଜ୍ ଚୋରି

ବାଲେଶ୍ୱର- ଜଳେଶ୍ୱରରେ ୩ଟି ମନ୍ଦିରରୁ ସିରିଜ୍ ଚୋରି । ଭୋଗରାଇ ମହାଗବ ପଞ୍ଚାୟତରେ ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହାଗବ ଗାଁ ମଙ୍ଗଳା, ବାସୁଳିପାଟ ଗାଁ ବାସୁଳି ମନ୍ଦିରରୁ ଲୁଟ୍‌ ହୋଇଛି । ଚାନ୍ଦକୁସୁମି ଗାଁ ତାରିଣୀ ମନ୍ଦିରରୁ ମଧ୍ୟ ମା’ଙ୍କ ଅଳଙ୍କାର ଲୁଟ୍‌ ଅଭିଯୋଗ ହୋଇଛି ।

Show More

Related Articles

Back to top button