Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱରରେ ଏଟିଏମରୁ ଟଙ୍କା ଲୁଟ୍

ବାଲେଶ୍ୱର: କାଲି ଟଙ୍କା ଭର୍ତ୍ତି ହୋଇଥିଲା, ଆଜି ATM ଭାଙ୍ଗି ଲୁଟ୍‌ । ବାଲେଶ୍ୱରର କ୍ଷୀରଚୋରା ଗୋପିନାଥ ମନ୍ଦିର ନିକଟ SBI ଏଟିଏମ୍‌ ଭାଙ୍ଗି ଲୁଟ୍‌ ହୋଇଛି । କେତେ ଟଙ୍କା ଲୁଟ୍‌ ହୋଇଛି ଜଣାପଡିନି ।

ସୂଚନା ମିଳିବା ପରେ ରେମୁଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରାିଛି ।

Show More

Related Articles

Back to top button