ଓଡ଼ିଶା

ନିଅଣ୍ଟିଆ ବର୍ଷା ସହ ସରିଲା ମୌସୁମୀ

ନୂଆଦିଲ୍ଲୀ- ଏଥର ମୌସୁମୀରେ ଦେଶରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ରେକର୍ଡ ହୋଇଛି । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ନେଇ IMD ତଥ୍ୟ ପ୍ରଦାନ କରିଛି । ୪ ମାସରେ ୯୪.୪% ବର୍ଷା ରେକର୍ଡ, ଯାହାକି ସ୍ୱାଭାବିକ ଠାରୁ କମ୍ ।

ନିଅଣ୍ଟିଆ ବର୍ଷା ପାଇଁ ଏଲ୍‌ ନିନୋକୁ ଦାୟୀ କରିଛି ଆଇଏମ୍‌ଡି । ୪ ବର୍ଷ ପରେ ଦେଶରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ରେକର୍ଡ ହୋଇଛି । ୨୦୧୯ରୁ ୨୦୨୨ ଯାଏଁ ସ୍ୱାଭାବିକ କିମ୍ବା ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଥିଲା ।

Show More

Related Articles

Back to top button