ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା

ଆଜି ଓଡିଶା ବନ୍ଦ୍ । ବିଜେପି ଛାତ୍ରୀ ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ବନ୍ଦ୍ ରହିବ ଓଡିଶା । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାରା ଓଡ଼ିଶା ପାଇଁ ବନ୍ଦ ଡାକରା ଦିଆଯାଇଛି । ସୂଚନା ଅନୁଯାୟୀ, ଏହି ବନ୍ଦ ଡାକରାରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ,ରେଳ ଚଳାଚଳ ,ବ୍ୟାଙ୍କ୍ ,ଏବଂ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇପାରେ ।

ଅନ୍ୟପଟେ ଆଜିର ଓଡିଶା ବନ୍ଦ୍ ପାଳନକୁ ସମର୍ଥନ ଜଣାଇଛି ଛାତ୍ର କଂଗ୍ରେସ । ରୁଚିକାକୁ ନ୍ୟାୟ ଦେବାକୁ ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ବନ୍ଦ ଡାକରାରେ ସାମିଲ ହେବାକୁ କୁହାଯାଇଛି । ଆଜିର ବନ୍ଦକୁ ନଜରରେ ରଖି ସରକାରଙ୍କ ପକ୍ଷରୁ କଡ଼ା ବ୍ୟବସ୍ଥା ମଧ୍ୟ କରାଯାଇଛି ।

 

Show More

Related Articles

Back to top button