ବଲିଉଡ

ଆଜି ଆୟୁଷ୍ମାନ ଖୁରାନାଙ୍କ ଜନ୍ମଦିନ

ଆଜି ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ଆୟୁଷ୍ମାନ ଖୁରାନଙ୍କ ଜନ୍ମଦିନ । ୧୪ ସେପ୍ଟେମ୍ବର ୧୯୮୪ରେ ଚଣ୍ଡିଗଡରେ ଏକ ପଞ୍ଜାବୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ରେଡିଓ ଏବଂ ଟିଭି ରିଆଲିଟି ଶୋ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ପାଖାପାଖି ୧୭ ବର୍ଷ ବୟସରେ ସେ ଗ୍ଲାମର ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ଡ୍ରିମ ଗର୍ଲ, ବଧାଇ ହୋ, ଅନ୍ଧାଧୂନ, ଭିକି ଡୋନୋର ଆଦି ତାଙ୍କର ହିଟ୍ ସିନେମା ।

 

 

Show More

Related Articles

Back to top button