Breaking PLUSଅପରାଧଦେଶଦେଶ ବିଦେଶବଲିଉଡମୁଖ୍ୟ ଖବର

ମହାଦେବ ବେଟିଂ ଆପ ମାମଲା, ଶ୍ରଦ୍ଧା କପୁରଙ୍କୁ ଇଡି ନୋଟିସ

ରାୟପୁର- ମହାଦେବ ବେଟିଂ ଆପ ମାମଲାରେ ରଣବୀର କପୁରଙ୍କ ପରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରାଯାଇଛି । ଶୁକ୍ରବାର ରାୟପୁର ସ୍ଥିତ ଇଡି ଅଫିସରେ ହାଜର ହେବାକୁ ଶ୍ରଦ୍ଧାଙ୍କୁ ନୋଟିସ ହୋଇଛି ।
ଏହାପୂର୍ବରୁ ବୁଧବାର ଦିନ ରଣବୀରଙ୍କୁ ପଚରାଉଚରା ନିମନ୍ତେ ସମନ ପଠାଇଥିଲା ଇଡି । ତେବେ ଏଥିପାଇଁ ରଣବୀର କପୁର 2ସପ୍ତାହ ସମୟ ମାଗିଛନ୍ତି । କମେଡିଆନ କପିଲ ଶର୍ମା, ହିନା ଖାନ ଓ ହୁମା କ୍ୟୁରେଶୀଙ୍କୁ ହାଜର ହୋଇ ବୟାନ ଦେବାକୁ ଇଡି ପକ୍ଷରୁ ନୋଟିସ କରାଯାଇଛି ।

Show More

Related Articles

Back to top button