Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନାମେରୀ ଜାତୀୟ ଉଦ୍ୟାନ

ଶୋଣିତପୁର- ଆସାମର ଶୋଣିତପୁର ଜିଲ୍ଲାରେ ଥିବା ନାମେରୀ ଜାତୀୟ ଉଦ୍ୟାନ ସୋମବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ରାଜ୍ୟର ଜଙ୍ଗଲମନ୍ତ୍ରୀ ଚନ୍ଦ୍ରମୋହନ ପଟୱାରୀ ନାମେରୀ ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାରରେ ଫିତା କାଟିବା ସହ ପ୍ରବେଶ ଦ୍ୱାର ନିମନ୍ତେ ଶିଳାନ୍ୟାସ କରିଥିଲେ ।
ନାମେରୀ ଜାତୀୟ ଉଦ୍ୟାନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଜଙ୍ଗଲମନ୍ତ୍ରୀ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସତିୟାର ବିଧାୟକ ମଧ୍ୟ ଉପସ୍ଥିତ ଥିଲେ ।

Show More

Related Articles

Back to top button