Breaking PLUSଦେଶମୁଖ୍ୟ ଖବର

ଦେଶରେ 10 କୋଟିରୁ ଅଧିକ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ

ନୂଆଦିଲ୍ଲୀ, 8 ଫେବୃଆରୀ – ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆଧାରରେ ଏବେ ସୁଦ୍ଧା 10କୋଟିରୁ ଅଧିକ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ତିଆରି ହୋଇଛି । ଗୁରୁବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ଯେ, ସ୍ୱାସ୍ଥ୍ୟ ସେବାକୁ ଡିଜିଟାଇଜେସନ୍ କରିବା ପାଇଁ ଦେଶବ୍ୟାପୀ ପଦକ୍ଷେପର ଏକ ଅଂଶ ଭାବରେ ଗୁରୁବାର ଦିନ ଆଭା କାର୍ଡ ସଂଖ୍ୟା 10 କୋଟି ଅତିକ୍ରମ କରିଛି । ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ବ୍ୟକ୍ତିଙ୍କୁ ୟୁନିକ୍ ହେଲ୍ଥ କାର୍ଡ ପ୍ରଦାନ କରିଥାଏ ।

Show More

Related Articles

Back to top button