Breaking PLUSଓଡ଼ିଶାମୁଖ୍ୟ ଖବର

ମନ୍ତ୍ରୀ: ଚଳିତ ଥର ସିଟ୍ ନେଇ କୌଣସି ସମସ୍ୟା ନାହିଁ

ଯେଉଁ କଲେଜରେ ଯେତିକି ସିଟ୍ । ସେହି ଅନୁସାରେ ଛାତ୍ରଛାତ୍ରୀ ଆବେଦନ କରିବେ।

ଆଜି ସମୟ ହେଉଛି ପ୍ରତିଯୋଗିତାର ଦିନ । ଏହା Comepetetive ଦିନ। ପିଲାମାନେ ମାନସିକ ଭାବେ ପ୍ରସ୍ତୁତ ହୋଇଥିବେ । ଯେଉଁ କଲେଜରେ ପଢିବାକୁ ସେମାନଙ୍କ ଆଗ୍ରହ ଥିବ, ସେମାନେ କ୍ୱାଲିଫାୟ କରି ପଢ଼ିବେ । ଯେତିକି ସିଟ୍ କଲେଜରେ ଅଛି, ତାହା ଯଥେଷ୍ଟ ।

ଗତ ବର୍ଷ କୋଭିଡ ସମୟରେ ୯୭ପ୍ରତିଶତ ପାସ ହାର ଥିଲା, ସିଟ୍ ବଢିଥିଲା । ଚଳିତ ଥର ସିଟ ନେଇ କୌଣସି ସମସ୍ୟା ହେବ ନାହିଁ ।

Show More

Related Articles

Back to top button