Breaking PLUSଦେଶମୁଖ୍ୟ ଖବରରାଜନୀତି

କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ

ନୂଆଦିଲ୍ଲୀ, 29 ଡିସେମ୍ବର – ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା । ମଧ୍ୟପ୍ରଦେଶରେ ମନ୍ତ୍ରିଙ୍କ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ଆଲୋଚନା ହୋଇଛି ।
ଏଠାରେ ସୂଚନାଯୋଗ୍ୟ, ମୋହନ ଯାଦବ ମନ୍ତ୍ରିମଣ୍ଡଳର 28ମନ୍ତ୍ରୀ ଡିସେମ୍ବର 25 ତାରିଖ ଦିନ ଶପଥ ନେଇଛନ୍ତି । ଏହାପୂର୍ବରୁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । କିନ୍ତୁ ଏହି ମନ୍ତ୍ରିମାନଙ୍କୁ ବିଭାଗର ବିତରଣ କରାଯାଇନାହିଁ । ଏହି ଭେଟଘାଟ ପରେ ମନ୍ତ୍ରିଙ୍କ ନାମ ଘୋଷଣା କରାଯାଇପାରେ ।

Show More

Related Articles

Back to top button