Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ 24ଘଣ୍ଟାରେ 5 ପଜିଟିଭ ଚିହ୍ନଟ

ଭୁବନେଶ୍ୱର, 29 ଡିସେମ୍ବର – ରାଜ୍ୟରେ ଆଜି ଆଉ ୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୫ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ଆକ୍ଟିଭ କେସ ୧୩ ରେ ପହଁଚିଛି । ସପ୍ତାହକ ମଧ୍ୟରେ ସଂଖ୍ୟା ବଢି ୧୩ ରେ ପହଁଛିଛି । ଗତ ଶନିବାର ରାଜ୍ୟରେ ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Show More

Related Articles

Back to top button